Masthead

୨୯ ହଜାର ଆରବ ଡଲାର ଋଣରେ ବୁଡ଼ିରହିଛି ଆମେରିକା

ୱାଂସିଟନ(ବଡ଼ ଖବର ବ୍ୟୁରୋ): ବିଶ୍ୱର ବିକଶିତ ରାଷ୍ଟ୍ରମାନଙ୍କ ଲିଷ୍ଟରେ ଆମେରିକାର ନାମ ସବୁଠାରୁ ଆଗରେ ରହିଥାଏ । ହେଲେ ୨୯ ହଜାର ଆରବ ଡଲାର ଋଣରେ ଆମେରିକା ବୁଡ଼ିରହିଥିବାର କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ଦୁଇ ବର୍ଷ ମଧ୍ୟରେ ଆମେରିକାର ଋଣ ଭାର ପୂର୍ବଅପେକ୍ଷା ଅଧିକ ବୃଦ୍ଧି ପାଇଛି ।

ଏନେଇ ଆମେରିକାର ସାଂସଦ ଏଲେକ୍ସ ମୁନି ସୂଚନା ଦେଇଛନ୍ତି । ଅର୍ଥାତ ବର୍ତ୍ତମାନ ଆମେରିକାବାସୀଙ୍କର ମୁଣ୍ଡପିଛା ଋଣ ଅଧିକ ହେବାରେ ଲାଗିଛି । ସେପଟେ ଚୀନ ଓ ଜାପାନ ପାଖରୁ ଆମେରିକା ଅଧିକ ଋଣ ଆଣିଥିବାର ଜଣାପଡ଼ିଛି । କିନ୍ତୁ ଉଭୟ ଦେଶକୁ ଆମେରିକା ନିଜର ଶତ୍ରୁ ବୋଲି ଭାବିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ