Masthead

ଜି -୨୦ ବୈଠକରେ ଯୋଗ ଦବାକୁ ମନା କରିଛି ଚାଇନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜି -୨୦ ବୈଠକରେ ଯୋଗ ଦବାକୁ ମନା କରିଛି ଚାଇନା । ଚାଇନା ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗଦେବାକୁ ମନା କରିଦେଇଛି। ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଠକରେ ଚାଇନା ଅଂଶଗ୍ରହଣ କରିବ ନାହିଁ। ସରକାରୀ ସୂତ୍ର ଅନୁଯାୟୀ, ଏହି ସଭାରେ ବହୁ ସଂଖ୍ୟାରେ ପ୍ରତିନିଧୀ ଉପସ୍ଥିତ ଥିଲେ। କାରଣ ଆମେରିକା ସମେତ ୫୦ରୁ ଅଧିକ ପ୍ରତିନିଧୀ ଜି-୨୦ ରିସର୍ଚ୍ଚ ଇନୋଭେଶନ ଇନିସିଏଟିଭ ସମାବେଶରେ ଭାଗ ନେଇଥିଲେ।

ଜି-୨୦ ପ୍ରତିନିଧୀମାନେ ମଧ୍ୟ ସ୍ଥାନୀୟ ବିଧାନସଭା ପରିଦର୍ଶନ କରିଥିଲେ। ଚାଇନା ଅରୁଣାଚଳ ଉପରେ ଭାରତର ସାର୍ବଭୌମତ୍ୱକୁ ସ୍ବୀକୃତି ଦେଉନାହିଁ ଏବଂ ଏହା ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରୁଛି। ପୂର୍ବରୁପାକିସ୍ତାନର ଆପତ୍ତି ପରେ ଚାଇନା, ତୁର୍କୀ ଏବଂ ସୌଦି ଆରବ ମଧ୍ୟ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀକୁ ବିରୋଧ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା