Masthead

ରାହୁଲ ହିନ୍ଦୁ ଓ ଗୋରଖନାଥ ମଠର ଅପମାନ କରିଛନ୍ତି: ଜଗଦଂବିକା ପାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ’ । ରାହୁଲ ହିନ୍ଦୁ ଓ ଗୋରଖନାଥ ମଠର ଅପମାନ କରିଛନ୍ତି । ଭାଜପା ଏମପି ଜଗଦଂବିକା ପାଲ କହିଛନ୍ତି ରାହୁଲ ଗାନ୍ଧୀ ତାଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ । ଏଭଳି ବୟାନ ଦେଉଥିବାରୁ ରାହୁଲଙ୍କୁ ପପୁ କୁହାଯାଏ ବୋଲି ପାଲ କହିଛନ୍ତି । ରାହୁଲଙ୍କ ବୟାନ ପରେ ଭାଜପାର ପ୍ରାୟ ସମସ୍ତ ନେତା ତାଙ୍କ ଉପରେ ବର୍ଷିଛନ୍ତି । ରାହୁଲଙ୍କ ‘ମଠ’ ବୟାନକୁ ନେଇ ରାଜନୀତିର ପାଣିପାଗ ଗରମ ହୋଇଯାଇଛି । ଦଳ ଦାବି କରିଛି ଯେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଏହି ବୟାନ ପାଇଁ କ୍ଷମାମାଗନ୍ତୁ । ରାହୁଲ ଗାନ୍ଧୀ ତାଙ୍କର ଏକ କାର୍ୟ୍ୟକ୍ରମରେ କହିଥିଲେ କି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିନ୍ଦୁ ଧର୍ମକୁ ଯଦି ବୁଝିଥାଆନ୍ତେ ତେବେ ସେ ଯାହା କରୁଛନ୍ତି ତାହା କରି ନ ଥାଆନ୍ତେ । ସେ ତାଙ୍କ ମଠର ଅପମାନ କରୁଛନ୍ତି । ସେ ଜଣେ ଧାର୍ମିକ ନେତା ନୁହଁନ୍ତି, ଜଣେ ଠକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା