Masthead

ପଞ୍ଚଲିଙ୍ଗେଶ୍ଵରରେ ଶ୍ରୀଲଙ୍କା ପକ୍ଷୀ

ଔପଦା (ବଡ଼ ଖବର ବ୍ୟୁରୋ): ଆସିଛି ପର୍ଯ୍ୟଟନ ଋତୁ । ସଜେଇ ହେଉଛି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । ଧୀରେ ଧୀରେ ଶୀତ ବଢୁଥିବା ବେଳେ ବିଦେଶୀ ପକ୍ଷୀ ଓଡ଼ିଶା ଆଗମନ ହେଉଛନ୍ତି । ପ୍ରଥମ କରି ଔପଦା ଓ ନୀଳଗିରି ଅଞ୍ଚଳ ପଞ୍ଚଲିଙ୍ଗେଶ୍ଵର ଓ କୁଲଡିହା ଅଭୟାରଣ୍ୟରେ ଦେଖାଦେଇଛି ଶ୍ରୀଲଙ୍କା ଓ ନେପାଳରେ ବାସ କରୁଥିବା ବିଦେଶୀ ପକ୍ଷୀ “ରେଡ ନେପଡ୍ ଆଇବିସ” ବା ନାଲି ମଥା ବାଜେଣୀ ।

ବିଶେଷ କରି ଏମାନେ ଶୀତ ଋୁତରେ ନିଜ ଦେଶ ଛାଡି ବିଦେଶ ପରିଭ୍ରମଣ କରିଥାନ୍ତି । ଶୀତ ଋୁତରେ ଏମାନେ ବହୁତ ପରିମାଣରେ ଚିଲିକା; ମଙ୍ଗଳାଯୋଡି ଇତ୍ୟାଦି ଜଳାଶୟରେ ଦେଖାଯାନ୍ତି । ପ୍ରଥମ କରି ଚଳିତ ବର୍ଷ ପଞ୍ଚଲିଙ୍ଗେଶ୍ଵର ଓ କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ ୫୦ରୁ ଅଧିକ ପକ୍ଷୀ ଠାବ ହୋଇଛି । ଔପଦା ଶ୍ୟାମସୁନ୍ଦରପୁରର ପରିବେଶବିତ୍ ଓ ଟ୍ୟୁରିଷ୍ଟ ଗାଇଡ୍ ମନୋରଞ୍ଜନ ଦାସ ଏହି ପକ୍ଷୀମାନଙ୍କୁ ଚିହ୍ନଟ କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ