Masthead

ବନ୍ଧୁକ ମୁନରେ ଲୁଟ

ଆଠଗଡ (ବଡ଼ ଖବର ବ୍ୟୁରୋ): ମାତିଲେଣି ଲୁଟେରା । ଲୁଟ କରିବାକୁ ଭୟ କରୁ ନାହାନ୍ତି ସାଧାରଣ ଜନତାଙ୍କୁ କିମ୍ବା ଖାକିପୋଷାକ ପିନ୍ଧିଥିବା ପୋଲିସଙ୍କଠାରୁ । ଦିନ ଦ୍ଵିପ୍ରହରରେ ହେଉ ଅଥବା ରାତିରେ ବେଧଡକ ଭାବରେ ଲୁଟୁଛନ୍ତି ଲୁଟେରା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ପାଞ୍ଚ ଗାଁ ନିକଟରେ ଥିବା ଏଚ ପି ପେଟ୍ରୋଲ ପମ୍ପରେ ।

ତିନିଜଣ ଲୁଟେରା ଏକ ବାଇକରେ ତେଲ ପକାଇବା ବାହାନାରେ ଆସି ତେଲ ପକାଇ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ପଛରେ ବସିଥିବା ଲୁଟେରା ତେଲ ପକାଉଥିବା ଯୁବକକୁ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ମାଗିଥିଲା। ହଠାତ କିଛି ବୁଝି ନ ପାରି ଆବକ ହୋଇଥିଲା ପେଟ୍ରୋଲ ଦେଉଥିବା କର୍ମଚାରୀ ଜଣକ।

ତେବେ ଅନ୍ୟ ଦୁଇ ଲୁଟେରା ଜବରଦସ୍ତ ବ୍ୟାଗଟିକୁ ନେଇ ଫେରାର ହୋଇଯାଇଥିଲେ । ତେବେ ଏ ନେଇ ପେଟ୍ରୋଲ ପମ୍ପ ପକ୍ଷରୁ ତିଗିରିଆ ଥାନାରେ ଏତଲା ଦେଇଥିଲେ ପମ୍ପ ମାଲିକ। ଖବର ପାଇ ତିଗିରିଆ ପୋଲିସର ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍