Masthead

ଭାଇରସ କବଳରେ ବାବୁଲ ସୁପ୍ରିୟୋ

କୋଲକାତା(ବଡ଼ ଖବର ବ୍ୟୁରୋ): ଅଦୃଶ୍ୟ କରୋନା ଭୂତାଣୁ କବଳରେ ବିଜେପି ନେତା ବାବୁଲ ସୁପ୍ରିୟୋ । ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ କଣ୍ଠଶୀଳ୍ପୀ ତଥା ପଶ୍ଚିମବଙ୍ଗର ଜଣାଶୁଣା ବିଜେପି ଚେହେରା ବାବୁଲ ସୁପ୍ରିୟୋ ତାଙ୍କ ପତ୍ନୀଙ୍କୁ କରୋନା ସଂକ୍ରମିତ ହୋଇାଥିବା ଜଣାପଡିଛି । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ନିଜେ ବାବୁଲ । ଏହାକୁ ମିଶାଇ ସେ ଦୁଇଥର କରୋନା ସଂକ୍ରମିତ ହୋଇସାରିଲେଣି । ବାବୁଲ ନିଜ ଟୁଇଟର ପୃଷ୍ଟାରେ ଲେଖିଛନ୍ତି କି ସେ ଓ ତାଙ୍କ ପତ୍ନୀ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ତେବେ ସେ ଚାଲିଥିବା ପଶ୍ଚିମବଙ୍ଗ ଭୋଟରେ ଭାଗ ନେଇପରିନଥିବାରୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଁ କରୋନା ସଂକ୍ରମିତ ହେଇଥିବାରୁ ଭୋଟ ଦେବାରୁ ବଞ୍ଚିତ ହେବି । ସୋମବାର ହେବାକୁ ଥିବା ଭୋଟ ଗ୍ରହଣରେ ସେ ନିଜକୁ ସାମିଲ କରାଇ ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ମତଦାନ ବେଳେ ସେଠାରେ ଉପସ୍ଥିତ ରହିବାର ଥିଲା । ଟିଏମସି ଗୁଣ୍ଡାମାନଙ୍କୁ ଚେକ ଦେବା ପାଇଁ ତାଙ୍କର ଉପସ୍ଥିତି ଅବଶ୍ୟକ ଥିଲା ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ