Masthead

ଏଣିକି ମିସଡ୍ କଲରେ ହେବ ଏଲପିଜି ଗ୍ୟାସ ବୁକିଂ, ଜାଣନ୍ତୁ କେମିତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମିସଡ୍ କଲରେ ହେବ ଏଲପିଜି ଗ୍ୟାସ ବୁକିଂ । ରାଜଧାନୀରେ ମିସଡ କଲ କରି ଲୋକେ ପାଇପାରିବେ ଗ୍ୟାସ ବୁକିଂ ସେବା । ୮୪୫୪୯୫୫୫୫୫ ନମ୍ବରରେ ମିସଡ କଲ କରି କରିହେବ ଗ୍ୟାସ ବୁକିଂ ଓ ନୂଆ ଗ୍ୟାସ୍ ସଂଯୋଗ । ଓଡିଶାରୁ ଏହି ସୁବିଧାର ଶୁଭାରମ୍ଭ କଲେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ଆହୁରି ସହଜ ହୋଇଯାଇଛି । ମିସଡ କଲରେ ଏଲିପିଜି ଗ୍ୟାସ୍ ରିଫିଲିଂ ବୁକିଂ ହୋଇପାରିବ। ଆଜିଠୁ  ଭୁବନେଶ୍ୱରରେ ଏହି ସୁବିଧାର ଆରମ୍ଭ କରିଛନ୍ତି ଶ୍ରୀଯୁକ୍ତ ପ୍ରଧାନ। ଭୁବନେଶ୍ୱର ସମେତ ଦେଶର ଆଉ ୭ଟି ସହରରେ ଏହି ସୁବିଧା ଉପଲବ୍ଧ। ଗ୍ରାହକ ଏହି ନମ୍ବରରେ ମିସଡ କଲ ଦେବାପରେ ସୁନିଶ୍ଚିତ ପାଇଁ ମୋବାଇଲକୁ ଏକ ମେସେଜ ଆସିବ। ଏହା ପରେ ଆପଣ ଜାଣିପାରିବେ  ଗ୍ୟାସ ବୁକିଂର ସବିଶେଷ ତଥ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା