Masthead

ରୁଦ୍ର ସେଜପଡାଙ୍କ ‘ଏକ ଇଡିୟଟ’କୁ ଜାତୀୟ ପୁରସ୍କାର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଥରେ ଚର୍ଚାରେ ଯୁବ ନିର୍ଦେଶକ ତଥା ଲେଖକ ରୁଦ୍ର ରଞ୍ଜନ ସେଜପଡା । ତାଙ୍କ ନିର୍ଦେଶୀତ ଏକ ଇଡିୟଟ କୁ ଜାତୀୟ ପୁରସ୍କାର ମିଳିଛି । ଦିଲ୍ଲୀ ସ୍ଥିତ ଶୋଭନା ଫିଲ୍ମ ଫେଷ୍ଟିଭାଲ-୨୦ ରେ ଛାତ୍ରଛାତ୍ରୀ ମାନଙ୍କ ମନସ୍ୱତ୍ତ୍ୱକୁ ନେଇ ନିର୍ମିତ ଏହି ଚଳଚିତ୍ର ଶେଷ୍ଠ ବିବେଚିତ ହୋଇଛି । ଏଥିରେ ଅଭିନୟ କରିଥିବା ମୁଖ୍ୟ ଚରିତ୍ରରେ ବାଲେଶ୍ୱର ଶିଶୁ କଳାକାର ହିରୋ ଓ ବବୁଲୁ ଯଥା ସତ୍ୟନାରାୟଣ ରାଉତରାୟ ଓ ରମାକାନ୍ତ ପ୍ରଧାନ ଙ୍କୁ ମଧ୍ୟ ଏଥିରେ ପୁରସ୍କୃତ କରାଯାଇଛି । ତେବେ ଏଇଠି ସୂଚନାଯୋଗ୍ୟଯେ ରୁଦ୍ର ସେଜପଡା ପୂର୍ବରୁ ସ୍ୱଚ୍ଛତାକୁ ନେଇ ଆଉ ଏକ କ୍ଷୁଦ୍ର ଚଳଚିତ୍ର ଆଇଡେଣ୍ଟିଟିକୁ ଜାତୀୟ ପୁରସ୍କାର ମିଳିଥିଲା । ରୁଦ୍ର ଏକାଧାରରେ ଜଣେ ସୁଲେଖକ ସହ ଏହିଭଳି ସମାଜର କିଛି ଘଟୁଥିବା ବାସ୍ତବ ଘଟଣାକୁ ନେଇ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ଚର୍ଚ୍ଚାରେ ରହିଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ