Masthead

ସହାୟତା ଅପେକ୍ଷାରେ ଭାରତ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଦା ଅଧିନସ୍ଥ ଗଦାଧରପୁର ଗ୍ରାମର ଭାରତ ଚନ୍ଦ୍ର ଜେନା ପେସାରେ ଜଣେ ଅଟୋ ଡ୍ରାଇଭର | ଆଜକୁ ପ୍ରାୟ ୧୦-୧୨ଦିନ ହେବ ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ପ୍ରଥମେ ଭଦ୍ରକ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକର ରୁଦ୍ର ସହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତମାନ ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ବେଡ଼ ନମ୍ବର-୧୨ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଅଧିକ ଅର୍ଥ ତାଙ୍କର ପରିବାରଙ୍କ ଦ୍ଵାରା ଯୋଗାଡ କରିବା କଷ୍ଟକର ହୋଇପଡ଼ିଛି ।

ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଯେ ଅଟୋ ଚଳାଇ ୬ ପ୍ରାଣୀ କୁଟୁମ୍ବଙ୍କୁ ପୋଷୁଥିଲେ, ତାଙ୍କର ଜୀବନ ରକ୍ଷା ହୋଇନପାରିଲେ ତାଙ୍କର ଦୁଇଟି ପିଲା ବାପା ଛେଉଣ୍ଡ ହୋଇଯିବେ । ଡ଼ାକ୍ତରଙ୍କ କହିବା ଅନୁଶାରେ ତାଙ୍କର ଚିକିତ୍ସା ସମ୍ଭବ କିନ୍ତୁ ଅଧିକ ଅର୍ଥର ଆବଶ୍ୟକତା ଅଛି ତେଣୁ ଅନୁରୋଧ ଆପଣ ମାନେ ତାଙ୍କ ପାଇଁ ସାହଯ୍ୟର ହାତ ବଢ଼ାନ୍ତୁ । ଆପଣ ଚାହିଁଲେ ତାଙ୍କୁ ସାହାଯ୍ୟ କରପାରିବେ । ତାଙ୍କୁ ସାହାଯ୍ୟ କରିବା ପାଇଁ ୭୯୭୮୮୯୧୫୮୪ ନଂରେ ଫୋନ ପେ କରି ପାରିବେ । ଅଥବା ବ୍ୟାଙ୍କ ମାଧ୍ୟମରେ ମଧ୍ୟ ଟଙ୍କା ପଠାଇ ପାରିବେ ।
ଭାରତ ଜେନା
ଇ୍ୟାଙ୍କ ଆକାଉଣ୍ଟ ନଂ ହେଉଛି – ୧୨୨୦୦୧୧୦୦୪୫୫୨୭
ଆଇଏଫଏସସି ନଂ ହେଉଛି – ୟୁସିବିଏ୦୦୦୧୨୨୦ ଏଇ ନଂରେ ତାଙ୍କୁ ଆପଣ ସାହାଯ୍ୟ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ