Masthead

“ଭୁଜ, ଦ ପ୍ରାଇଡ ଅଫ ଇଣ୍ଡିଆ’

ମୁମ୍ବାଇ (ବଡ ଖବର ବ୍ୟୁରୋ): ଖୁବ ସିଗ୍ର ମୁକ୍ତି ଲାଭ କରିବ “ଭୁଜ, ଦ ପ୍ରାଇଡ ଅଫ ଇଣ୍ଡିଆ’ । ସ୍ୱାଧିନତା ଦିବସରେ ଓଟିଟି ପ୍ଲାଟ ଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ମୁକ୍ତିଲାଭ କରିବ ଏହି ଫିଲ୍ମ । ଏହା ଏକ ଦେଶପ୍ରେମ ଆଧାରିତ କାହାଣୀ। ୧୯୭୧ରେ ଯେତେବେଳେ ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ସମୟରେ ଭାରତୀୟ ସେନାନୀଙ୍କ ଦ୍ବାରା ବ୍ୟବହୃତ ଏକ ଏୟାର ବସ୍କୁ ପାକିସ୍ତାନୀ ସେନା ବମିଙ୍ଗ୍ କରି ଚୂରମାର୍ କରିଦେଇଥିଲେ। ତେବେ ସେହି ସମୟର ଯୁଦ୍ଧ କାଳୀନ ଦୃଶ୍ୟକୁ ଏହି ଫିଲ୍ମରେ ପ୍ରଦର୍ଶିତ କରଯାଇଛି ।

ଏଥିରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ ନଜର ଆସିବେ । ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହୀ, ଶରଦ କେଲକର୍, ଓ ଆମ୍ମି ବିର୍କଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଅଜୟ ଏଥିରେ ସ୍କ୍ବାଡ୍ରନ୍ ଲିଡର୍ ବିଜୟ କାର୍ଣ୍ଣିକ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମକୁ ନେଇ ହଟଷ୍ଟାର ପକ୍ଷରୁ କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ ଦିଆଯାଇ ନଥିଲେ ହେଁ ପ୍ରଡକ୍ସନ ହାଉସ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଆଗକୁ ଏହି ଫିଲ୍ମ ଦର୍ଶକ ନିଶ୍ଚିତ ଭାବେ ପସନ୍ଦ ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ