Masthead

ଏସଆଇ ମାଆଙ୍କ ହତ୍ୟା ଘଟଣା ଉପରୁ ଉଠିଲା ପରଦା

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ମଧୁସୂଦନପୁର ପୋଲିସ ଏସଆଇ ମାଆଙ୍କ ହତ୍ୟା ଘଟଣା ଉପରୁ ଉଠିଲା ପରଦା । ମୁଖ୍ୟ ଅଭିଯୁକ୍ତ ହେଉଛି ମହିଳାଙ୍କ ସ୍ୱାମୀ । ସମ୍ପତି ଲୋଭ ଓ ପାରିବାରିକ କଳହକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ସ୍ଵାମୀ ଅଲେଖ । ସ୍ଵାମୀ ଅଲେଖ ବେହେରା ଓ ତାର ଆଉ ଜଣେ ସହଯୋଗୀ ବାଦଲ ବେହେରାଙ୍କୁ ଗିରଫ କରିଛି ବିଂଝାରପୁର ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା । ଗତ ୧୫ ତାରିଖ ମଧୁସୁଧନପୁର ଆତଙ୍କନାଶକ ଉଚ୍ଚ ବିଦ୍ୟାଳୟ ବାଳକ ଶୌଚାଳୟରୁ ମିଳିଥିଲା ବିନୋଦିନୀଙ୍କ ମୃତ ଦେହ ।

ପ୍ରଥମେ ଏହା ସୁନା ଲୁଟ କାରଣରୁ ହତ୍ୟା କରାଯାଇଥିବା ବିଂଝାରପୁର ପୋଲିସ ସଂନ୍ଦେହ କରିଥିଲା ପରେ ସିସିଟିଭି ଓ ମୋବାଇଲ ଟ୍ରାକିଙ୍ଗ ଆଧାରରେ ମୁଖ୍ୟ ଅଭିଯୁକ୍ତ ପାଖରେ ପହଁଚିଥିଲା ବିଂଝାରପୁର ପୋଲିସ । ଅଲେଖ ବେହେରା ଓ ତାର ସହଯୋଗୀ ବାଦଲ ବେହେରା ବିନୋଦିନୀଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଥିଲେ । ଦୁଇ ଅପରାଧୀଙ୍କୁ ଧରି ପୋଲିସ ପ୍ରଥମେ କ୍ରାଇମ ସିନ ରିକ୍ରିଏସନ କରିବା ସହ ହତ୍ୟାରେ ବ୍ୟବହୃତ ଲୁହା ରଡ଼କୁ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଅଲେଖ ବେହେରା ଓ ସହଯୋଗୀ ବାଦଲ ବେହେରାଙ୍କୁ କୋଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ