Masthead

ଖାଁ ଖାଁ ପଡିଲା ଚୌକି, ସାର ପାଇଁ ବିଜେଡିର କୁମ୍ଭୀର କାନ୍ଦଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର କୃଷକ ସମାବେଶରୁ ଦୁରେଇ ରହିଲେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ବିଧାୟକ । ଉଭୟ ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନ ପଟ୍ଟନାୟକଙ୍କ ସରକାରରେ ଦୀର୍ଘଦିନ ଧରି କୃଷି ଓ ସମବାୟ ମନ୍ତ୍ରୀ ରହିଥିଲେ । ଲଗାତାର ୨୦ ଦିନ ଧରି ଦଳରେ କନ୍ଦଳ ବୃଦ୍ଧି ପାଉଥିବାରୁ ସେଥିରେ ବ୍ରେକ ଦେବା ଲାଗି କର୍ମୀ ଏକ କରିବା ପାଇଁ ବିଜେଡି ଚାଷୀ ଆନ୍ଦୋଳନର ଡ଼ାକରା ଦେଇଥିଲା । ପ୍ରେସମିଟରେ ୧୭ ତାରିଖରେ ଆନ୍ଦୋଳନ କରିବାକୁ ଘୋଷଣା କରିଥିବା ବେଳେ ପ୍ରଫୁଲ୍ଲ ମଲିକଙ୍କ ବୟାନକୁ ଦେଖି ୧୫ରେ ଆନ୍ଦୋଳନ କରାଯିବ ବୋଲି ପ୍ରେସ ରିଲିଜ ଦେଇଥିଲା ବିଜେଡି । ଉଭୟ ରଣେନ୍ଦ୍ର ଓ ଅରୁଣ କାହିଁକି କାର୍ଯ୍ୟକ୍ରମରୁ ଦୁରେଇ ରହିଲେ ଜଣା ପଡ଼ିନାହିଁ । ପୂର୍ବରୁ ଅନେକ ଆନ୍ଦୋଳନରେ ଅରୁଣ ମୁଖ୍ୟ ଭୂମିକାରେ ଦେଖା ଦେଉଥିଲେ । ରାଜା ସ୍ୱାଇଁ ପୂର୍ବରୁ ହୋଇଥିବା ଓବିସି ଆନ୍ଦୋଳନରେ ମନ୍ତବ୍ୟ ଦେଇ ଦଳୀୟ କନ୍ଦଳର ପୋଲ ଖୋଲିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ