Masthead

ମେଣ୍ଟକୁ ନେଇ ଜୟନାରାୟଣଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଣ୍ଟ ସମ୍ପର୍କରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ । ମେଣ୍ଟ ସପକ୍ଷରେ ଆଜି ପର୍ଯ୍ୟନ୍ତ କେହି କହିନାହାନ୍ତି । ଓଡ଼ିଶାରେ ବିଜେପି ଏକା ଲଢିବ, ସରକାର ଗଢିବ । ବିଜେଡିକୁ କେହି ପସନ୍ଦ କରୁନାହାନ୍ତି । ଦଳ ସୁଦୃଢ ଅଛି, ଏକା ଲଢିବୁ ।

 

ଆଜି ଯାଏ ବିଜେପିର ରାଜ୍ୟ ସଭାପତି, ରାଜ୍ୟ ପଦାଧିକାରୀ କିମ୍ବା କେନ୍ଦ୍ର ପଦାଧିକାରୀ ମେଣ୍ଟ ସପକ୍ଷରେ କହି ନାହାଁନ୍ତି । ଦଳ ସୁଦୃଢ ଅଛି, ତେଣୁ କୌଣସି ବି ରାଜନୈତିକ ଦଳକୁ ଜବାବ ଦେବାକୁ ବଦ୍ଧପରିକର । ବହୁତ ଦିନ ପରେ ଦଳୀୟ ଅଫିସକୁ ଯାଇ କର୍ମୀଙ୍କୁ ଭେଟିଥିଲେ । ଅସୁସ୍ଥତା ସଂପର୍କରେ ସେ କହିଛନ୍ତି, ସେ ସମ୍ବଲପୁରରେ ନ ଥିବା ବେଳେ ଝିଅ ଶୁଭଶ୍ରୀ ଓ କର୍ମୀମାନେ ଲୋକଙ୍କ ଦୁଃଖସୁଖରେ ସାମିଲ ହେଉଥିଲେ । ଦଳ ଯାହାକୁ ଚାହିଁବ, ତାକୁ ଟିକଟ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ