Masthead

ଚାଉଳ ମୋଦି ଦେଉଛନ୍ତି, ରାଜ୍ୟ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଛି: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ବ୍ୟାଗ୍‌ ବଣ୍ଟନକୁ ବିରୋଧ କରି ସବୁ ରାସନ କେନ୍ଦ୍ର ଯିବ ବିଜେପି । ସୂଚନା ଦେଲେ ବିଜେପି ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବିଜେଡି କପି ପେଷ୍ଟ ସରକାର, କେନ୍ଦ୍ର ଅର୍ଥରେ ଶ୍ରେୟ ନେବାକୁ କରୁଛି ପ୍ରୟାସ । ଆଗରୁ କଂଗ୍ରେସ ଓ ବିଜେଡି ଏ’ ଆଉ ବି’ ଟିମ୍ ଭାବେ କାମ କରୁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି କେନ୍ଦ୍ରୀୟ ଯୋଜନା ହଡ଼ପ କରୁଛି ଆମେ ସବୁବେଳେ ଅଭିଯୋଗ କରିଛୁ ।

ଚାଉଳ ମୋଦି ଦେଉଛନ୍ତି, ରାଜ୍ୟ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଛି । ୩ କୋଟି ୨୭ ଲକ୍ଷ ଲୋକଙ୍କୁ ମୋଦି ମାଗଣା ଚାଉଳ ଦେଉଛନ୍ତି । ଶଙ୍ଖ, ସରକାରଙ୍କ ଲୋଗୋ ଓ ୫ଟି ଚିହ୍ନ ଲଗାଇ ସରକାର ବାଣ୍ଟୁଛନ୍ତି । ପ୍ରତ୍ୟେକ ରାସନ କେନ୍ଦ୍ର ଓ ସବୁ ଘରକୁ ପହଞ୍ଚିବ ବିଜେପି । ପରଘର ତିଅଣରେ ଅତିଥି ଚର୍ଚ୍ଚାକୁ ଓଡ଼ିଶା ଲୋକ ଆଉ ଗ୍ରହଣ କରିବେନି। ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି। ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ। ସବୁ ଘରକୁ ପହଞ୍ଚିବ ବିଜେପି। ୨ ନମ୍ବରି ରାଜନୀତି ଆଉ ଚୋରି ରାଜନୀତିରୁ ବାଦ୍ ରହିବାକୁ ବିଜେପିର ଚେତାବନୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା