Masthead

ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବ, ଏଥିରେ ସନ୍ଦେହ ନାହିଁ: ଶରତ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁଶାନ୍ତ ସିଂ ଓ ବିଜେଡିର ପଶ୍ଚିମ ଓଡ଼ିଶା ଫୋକସ ଉପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ।ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ। ତେଣୁ ବିଜେଡି ସେଠାରେ ଜିତି ପାରିବ ନାହିଁ। ସେଥିପାଇଁ ପଶ୍ଚିମ ଓଡ଼ିଶା ଗଠନ ହେଲା, ହେଲେ ହେଡ ଅଫିସ ଭୁବନେଶ୍ୱରରେ। ଆଦିବାସୀ ବହୁଳ ଅଞ୍ଚଳ ଏ ସରକାର ସମୟରେ ପଛରେ ରହିଛି। ୨୦୨୪ ପରିବର୍ତ୍ତନ ସୁନିଶ୍ଚିତ। ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବ ଏଥିରେ ସନ୍ଦେହ ନାହିଁ।

ବିଜେଡି ୨୩ ବର୍ଷ ଶାସନ ପରେ ଗର୍ବ ବଢି ଯାଇଛି। ଯେଉଁ ଦଳ ଯେତେ ଗର୍ବ କରିବ ତାହାର ପତ୍ତନ ସେତେ ଶୀଘ୍ର। ପଶ୍ଚିମବଙ୍ଗରେ ମଧ୍ୟ ଗୋଟିଏ ସରକାର ଏମିତି ଗର୍ବ କରି ବୁଡିଛି। ରାଜ୍ୟବାସୀ ବୁଦ୍ଧିମାନ ସେମାନେ ସବୁ ଜାଣିଛନ୍ତି। ବିଜେଡି ଭାବୁଛି ଲୋକମାନେ ଏଠି ଗରିବ । ପାଞ୍ଚ କିଲୋ ଚାଉଳରେ ଲୋକ ଭୋଟ ଦେବା ତାହା ଏଥର ହେବ ନାହିଁ। ୯ରୁ ୯୦ ନିଶ୍ଚିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ