Masthead

ଆଗାମୀ ନିର୍ବାଚନରେ ହାରିବ ବିଜେପି: ମମତା ବାନାର୍ଜି

କୋଲକାତା (ବଡ଼ ଖବର ବ୍ୟୁରୋ):  ପୁଣି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଟାର୍ଗଟ କରି କହିଛନ୍ତି ଆମେ ମଣିପୁର ଲୋକଙ୍କ ସହ ଅଛୁ । ବିଜେପି ସରକାର ‘ବେଟି ବଚାଓ’ ସ୍ଲୋଗାନ ପ୍ରହସନ ପାଲଟିଛି । ବିଜେପିର ‘ବେଟି ବଚାଓ’ ସ୍ଲୋଗାନ ଏବେ ପରିବର୍ତ୍ତନ ହୋଇ ‘ବେଟି ଜଲାଓ’ରେ ପରିଣତ ହୋଇଛି ।

ସେ କହିଛନ୍ତି ଯେ ଏହି ଲୋକମାନେ ଏବେବି ଚୁପ ଅଛନ୍ତି, କିନ୍ତୁ ଆଗାମୀ ନିର୍ବାଚନରେ ଦେଶର ଲୋକମାନେ ଖୁବ ଶୀଘ୍ର ଉତ୍ତର ଦେବେ। ସେ ଆହୁରି ମଧ୍ୟ କହିଛନ୍ତି ବିଲକିସ ବାନୋ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦିଆଗଲା। ରେସଲର ମାମଲାରେ ବ୍ରିଜ ଭୂଷଣ ଶଣର ସିଂଙ୍କୁ ବି ଜାମିନ ମିଳିଗଲା।

ଦେଶର ମହିଳା ଆଗାମୀ ନିର୍ବାଚନରେ ଆପଣଙ୍କୁ ରାଜନୀତିରୁ ବାହାର କରିଦେବେ। ଆମେ ମଣିପୁର ଲୋକଙ୍କ ସହ ଅଛୁ । ଆଜି କେବଳ ମଣିପୁର ନୁହେଁ ସମ୍ପୂର୍ଣ୍ଣ ଦେଶର ସ୍ଥିତି ଖରାପ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ