ସଚିବଙ୍କ ବରୀ ଗସ୍ତକୁ ବିଜେପିର ବିରୋଧ ବଡ଼ ଖବରରାଜ୍ୟ By Bada Khabar Bureau Last updated Sep 1, 2023 Share FacebookTwitterWhatsAppEmailTelegramPrint ବରୀ (ବଡ଼ ଖବର ବ୍ୟୁରୋ): ବରୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମବରଦା ଠାରେ ଆଜି ସଚିବଙ୍କ ଗସ୍ତକୁ ବିରୋଧ କରିଛି ବରୀ ବିଜେପି। ବିଜେପିର ଶତାଧିକ କର୍ମୀ ଗୋ ବ୍ୟାକ ନାରା ଦେଇ ସଭାସ୍ଥଳୀକୁ ଏକ ବିରାଟ ରାଲିରେ ଯାଉଥିବା ଦେଖିବାକୁ ମିଳିଛି। Related Posts ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର https://youtu.be/Wu2_x3Nl_nE Share