Before Header

ସଚିବଙ୍କ ବରୀ ଗସ୍ତକୁ ବିଜେପିର ବିରୋଧ

0 56

ବରୀ (ବଡ଼ ଖବର ବ୍ୟୁରୋ): ବରୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମବରଦା ଠାରେ ଆଜି  ସଚିବଙ୍କ ଗସ୍ତକୁ ବିରୋଧ କରିଛି ବରୀ ବିଜେପି। ବିଜେପିର ଶତାଧିକ କର୍ମୀ  ଗୋ ବ୍ୟାକ ନାରା ଦେଇ ସଭାସ୍ଥଳୀକୁ ଏକ ବିରାଟ ରାଲିରେ ଯାଉଥିବା ଦେଖିବାକୁ ମିଳିଛି।

https://youtu.be/Wu2_x3Nl_nE

Leave A Reply

Your email address will not be published.