Masthead

‘ମୋତେ ଆଶୀର୍ବାଦ ଦିଅନ୍ତୁ, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛି’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଅଜିତ ସିନ୍ଦେ ଗୋଷ୍ଠୀରେ ମିଶିବା ପରେ ଚାଲିଛି ଦାଦା-ପୁତୁରାଙ୍କ ଲଢେଇ । କାଲି ପାୱାର ଦେଖାଇଛନ୍ତି ଜୁନିଅର ପାୱାର । ବିଧାୟକ ଗଣିତରେ ସିନିୟର ପାୱାରଙ୍କ ଠାରୁ ବହୁତ ଆଗରେ ଜୁନିଅର ପାୱାର । ଗତକାଲି ଶକ୍ତି ପଦର୍ଶନ କରିଥିଲେ ଦୁଇ ପାୱାର । ଆଉ ଖୋଲାଖୋଲି ଭାବେ ଅଜିତ ପାୱାର ତାଙ୍କ କାକାଙ୍କ ବୟସକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଅଜିତ ପାୱାର କହିଛନ୍ତି- ‘ଆଇଏଏସ୍ ଅଫିସରମାନେ ୬୦ ବର୍ଷରେ ଅବସର ନେଉଛନ୍ତି।

ଏପରିକି ରାଜନୀତିରେ ମଧ୍ୟ ବିଜେପି ନେତାମାନେ ୭୫ ବର୍ଷ ବୟସରେ ଅବସର ନେଉଛନ୍ତି। ଏଲ କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ଭଳି ନେତାମାନେ ହେଉଛନ୍ତି ଏହାର ଉଦାହରଣ। ଏହା ଦ୍ବାରା ନୂଆ ପିଢ଼ି ଆଗକୁ ବଢ଼ିଛନ୍ତି। ଆପଣଙ୍କ ବୟସ ୮୩ ହେଲାଣି। ଆପଣ କେବେ ଅଟକିବେ କି ନାହିଁ। ଆପଣ ଆମକୁ ଆର୍ଶୀବାଦ ଦିଅନ୍ତୁ, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛି।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?