Before Header

କୈଳାସ କୁଲେସିକାଙ୍କୁ କାରଣ ଦର୍ଶାଅ ନୋଟିସ

0 156

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୈଳାସ କୁଲେସିକାଙ୍କୁ କାରଣ ଦର୍ଶାଅ ନୋଟିସ । କୋରାପୁଟ ଜିଲ୍ଲା କଂଗ୍ରେସରେ ମତଭେଦର ସମାଧାନ ପରେ ଗଣମାଧ୍ୟମରେ ଏହାକୁ ନେଇ ବିବୃତ୍ତି ପ୍ରଦାନ କରିଥିବାରୁ ତାଙ୍କୁ ପ୍ରଦେଶ କଂଗ୍ରେସ କାରଣ ଦର୍ଶାଅ ନୋଟିସ ଜାରି କରିଛିି ।

ତେବେ ୭ଦିନରେ ଏହାର ଉତ୍ତର ଦେବାକୁ ତାଙ୍କୁ ନୋଟିସ ଜାରି ହୋଇଥିଲା । ଏହାର ଉତ୍ତରରେ କୈଳାସ କହିଛନ୍ତି ଯେ, ସମ୍ପୃକ୍ତ ଗଣମାଧ୍ୟମ ତାଙ୍କ କଥାକୁ ସଠିକ ଭାବେ ପ୍ରକାଶ କରି ନାହାନ୍ତି । ଏଥିପାଇଁ ସେ ଦୁଃଖିତ । ଏବଂ ଭବିଷ୍ୟତରେ ଏପରି କାର୍ଯ୍ୟ କରିବେ ନାହିଁ ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.