ଟ୍ରେନ ଟଏଲେଟରୁ ମିଳିଲା ଯୁବତୀଙ୍କ ମୃତଦେହ ବଡ଼ ଖବରରାଜ୍ୟ By Bada Khabar Bureau Last updated Apr 20, 2023 Share FacebookTwitterWhatsAppEmailTelegramPrint ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟ୍ରେନ ଟଏଲେଟ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ । ଧାନବାଦ ଏକ୍ସପ୍ରେସର ଏକ ବଗିରେ ଥିବା ଟଏଲେଟରୁ ମିଳିଲା ମୃତଦେହ । ସଫେଇ କର୍ମଚାରୀ ମୃତଦେହ ଦେଖି ଜିଆରପିକୁ ଖବର ଦେଇଥିଲେ । ମହିଳାଙ୍କ ପରିଚୟ ଅସ୍ପଷ୍ଟ, ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । Share