Masthead

ବ୍ରାଉନସୁଗାର ଜବତ, ୩ଗିରଫ

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ପୋଲିସର ଚଢାଉ । ୨୬୪ଗ୍ରାମ ବ୍ରାଉନସୁଗାର ସମେତ ଗୋଟିଏ କେଟିଏମ ବାଇକ, ୪୧ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ,୯୦୯ଟି ପଲିଥିନ ପ୍ୟାକେଟ, ୨୦ଟି ରବର ବ୍ୟାଣ୍ଡ ଓ ଗୋଟିଏ ଓଜନ ମେସିନ ଜବତ କରି ତିନି ଜଣ ବ୍ରାଉନସୁଗାର ବେପାରୀ ଗିରଫ । ଗିରଫ ବ୍ରାଉନସୁଗାର ବେପାରୀମାନେ ହେଲେ ରାଜସୁନାଖଳା ହାଟବସ୍ତର ସୁଶାନ୍ତ ମାଝି, ରାଜସୁନାଖଳା ମାଥୁରପୁର ସାହିର ସାରଥି ନାୟକ, ଖୋର୍ଦ୍ଧା ସ୍ୱପ୍ନେଶ୍ୱର ସାହିର ଶ୍ରୀକାନ୍ତ ପରମଗୁରୁ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଖୋର୍ଦ୍ଧା ପୋଲିସ । ସୁଶାନ୍ତ ମାଝି ଓ ଶ୍ରୀକାନ୍ତ ପରମଗୁରୁ ନାମରେ ଖୋର୍ଦ୍ଧାର ବିଭିନ୍ନ ଥାନାରେ ବ୍ରାଉନସୁଗାର କାରବାର ସଂପର୍କରେ ଏକାଧିକ ଲିଙ୍କ ଥିବା ମାମଲା ରୁଜୁ ହୋଇଥିବା ପୋଲିସ ରେକର୍ଡରୁ ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ