Masthead

‘ମେଡ ଇନ ଇଣ୍ଡିଆ, ମେଡ ଫର ମୁନ୍’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ଅଲଗା ହେବା ପରେ ସାମ୍ନାକୁ ଆସିଲା ପ୍ରଥମ ଫଟୋ । ଟ୍ୱିଟ କରି ସୂଚନା ଦେଲେ ପୱନ କେ ଗୋଏଙ୍କ । ସେପଟେ ଚନ୍ଦ୍ରୟାନ -୩ ଚନ୍ଦ୍ରରେ ପହଞ୍ଚିବା ପରେ ରୋଭର ପ୍ରୟାଗ ଲ୍ୟାଣ୍ଡର ବିକ୍ରମ ଠାରୁ ଅଲଗା ହୋଇସାରିଛି । ଏହାର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି ଏବଂ ଭାରତ ନେତୃତ୍ୱ କରୁଛି ବୋଲି ନାସାର ପୂର୍ବତନ ଅଧିକାରୀ କହିଛନ୍ତି ।

ଚନ୍ଦ୍ରୟାନ -୩ ର ସଫଳ ଅବତରଣ ବିଷୟରେ ରେଡୱାୟାର ସ୍ପେସ୍ ମୁଖ୍ୟ ତଥା ନାସାର ପୂର୍ବତନ ଅଧିକାରୀ ମାଇକ ଗୋଲ୍ଡ କହିଛନ୍ତି, “ଇସ୍ରୋ ଏବଂ ଭାରତର ସମସ୍ତ ଲୋକଙ୍କୁ ଅଭିନନ୍ଦନ। ଏବଂ ଏହା କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏକ ବିଜୟ । କାରଣ ଆମେ ଚନ୍ଦ୍ର ବିକାଶର ଏହି ନୂତନ ଯୁଗରେ ପ୍ରବେଶ କରୁଛନ୍ତି ଏବଂ ଭାରତ ଏହାକୁ ଆଗେଇ ନେଉଛି । ଚନ୍ଦ୍ରାୟନ-୩ ଚନ୍ଦ୍ରରେ ପହଞ୍ଚିବା ପରେ ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର ‘ପ୍ରଜ୍ଞାନ’ । ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’ । ଟ୍ୱିଟ କରି ଇସ୍ରୋ ଏହି ସୂଚନା ଦେଇଛି । ଇସ୍ରୋ କହିଛି ‘ମେଡ ଇନ ଇଣ୍ଡିଆ, ମେଡ ଫର ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା