Masthead

ପ୍ରଥମେ ବ୍ୟାଟିଂ କରିବ ଭାରତ

ସାରଜା(ବଡ଼ ଖବର ବ୍ୟୁରୋ): ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ମହାମୁକାବିଲା ହେବାକୁ ଯାଉଛି । ଏହି ସଂଘର୍ଷ ଉପରେ ସାରା ବିଶ୍ୱର ନଜର ରହିଛି । ଏହାରି ମଧ୍ୟରେ ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିବା ପାଇଁ ମଇଦାନକୁ ଓହ୍ଲାଇଛି । ଏକ ବଡ଼ ସ୍କୋର କରି ଜିତିବାର ପୂର୍ବ ରେକର୍ଡକୁ କାଏମ ରଖିବା ପ୍ରୟାସରେ ରହିଛି କୋହଲୀ ବାହିନୀ । ଏନେଇ ସାରା ବିଶ୍ୱର କ୍ରିଡାପ୍ରେମୀଙ୍କ ଠାରେ ଦେଖାଦେଇଛି ଢେର ସାରା ଉକ୍ରଣ୍ଠା । କିଏ ଭାରତର ସପକ୍ଷରେ ବାହାରୁଥିବାବେଳେ ଆଉ କିଏ ପାକିସ୍ତାନ ସପକ୍ଷରେ ବାହାରୁଥିବାର ଦେଖିବାକୁ ମିଳିଛି । ଆଜି ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଉପରେ ସାରା ବିଶ୍ୱର ନଜର ରହିଛି ।

ଯଦିଓ ବିରାଟ କୋହଲି ଓ ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ଏହି ମ୍ୟାଚକୁ ଏକ ସାଧାରଣ ମ୍ୟାଚ ବୋଲି କହିଛନ୍ତି । କିନ୍ତୁ ଏହା ପାକିସ୍ତାନ ଏବଂ ଭାରତ ପାଇଁ ଏକ ସ୍ୱତନ୍ତ୍ର ମ୍ୟାଚ । କେବଳ ଏତିକି ନୁହେଁ ବରଂ ଏହି ମ୍ୟାଚର କ୍ରେଜ ଏପରି ରହିଛି ଯେ ଉଭୟ ଦେଶର ନାଗରିକମାନେ ଦୁଇ-ତିନି ଦିନ ପୂର୍ବରୁ ନିଜ ନିଜ ଦଳ ପାଇଁ ଜିତିବା ପ୍ରାର୍ଥନା କରିବା ଆରମ୍ଭ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା