Before Header

ଅକ୍ଟୋବରରେ ପିଲାଙ୍କୁ ଟିକା !

0 21

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅକ୍ଟୋବାର ପ୍ରଥମ ସପ୍ତାହରୁ ୧୨ ବର୍ଷରୁ ଅଧିକ ବୟସ ପିଲାଙ୍କୁ କୋଭିଡ ଟିକା ଦିଆଯାଇପାରେ ଟିକାଦାନରେ ଗୁରୁତର ରୋଗାକ୍ରାନ୍ତ ପିଲାଙ୍କୁ ପ୍ରାଥମିକତା ଦିଆଯିବ । ଦେଶରେ ୧୨ରୁ ୧୭ ବର୍ଷ ବୟସ ବର୍ଗରେ ୧୨ କୋଟି ପିଲା ଅଛନ୍ତି ।

ପିଲାମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ସ୍କୁଲ ଖୋଲାଯିବା ଅବଶ୍ୟକ ବୋଲି କୋଭିଡ ୱାର୍କିଂ ଗ୍ରୁପ୍ କହିଛି । ଅନ୍ୟପକ୍ଷରେ ସ୍କୁଲ ଶିକ୍ଷକମାନଙ୍କୁ ପ୍ରାଥମିକତା ଆଧାରରେ ଟିକା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଟିକା ନେବା ଦରକାର ବୋଲି କେନ୍ଦ୍ରସରକାର ରାଜ୍ୟଗୁଡିକୁ କହିଛନ୍ତି ।

Leave A Reply

Your email address will not be published.