Masthead

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରଶ୍ନ, ନକ୍ସଲମାନେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି

ଛତିଶଗଡ଼(ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରଶ୍ନ । ନକ୍ସଲମାନେ ଅସ୍ତ୍ରଶସ୍ତ୍ର ପାଉଛନ୍ତି କେମିତି । ଛତିଶଗଡ଼ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଥିଲେ । ଯାହାକୁ ନେଇ ଦେଶରେ ତ୍ରୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ନକ୍ସଲମାନେ ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି, ସେମାନେ କେମିତି ଏତେ ପରିମାଣର ବିସ୍ଫୋରକ ଉତ୍ପାଦନ କରିପାରୁଛନ୍ତି ? ବୋଲି ପଚାରିଛନ୍ତି । ଏବଂ କେନ୍ଦ୍ର ସରକାର ଏହାର ତଦନ୍ତ କରିବା ଦରକାର । ଏସବୁ ଜିନିଷ ଛତିଶଗଡ଼ରେ ତିଆରି ହେଉନାହିଁ, ତେବେ ନକ୍ସଲଙ୍କ ପାଖରେ କେମିତି ପହଂଚୁଛି ବୋଲି ପ୍ରଶ୍ନ କରିଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଘଟିଥିବା ସ୍ଥାନର ଭୂଗୋଳ ବୁଝିବାର ଆବଶ୍ୟକତା ରହିଛି । ଏହା ୩ଟି ଜିଲ୍ଲା ସୁକମା, ବିଜାପୁର ଓ ଦାନ୍ତେୱାଡାକୁ ଲାଗି ରହିଛି । ଏଠାରେ ରାସ୍ତା ନଥିଲା । ଏଠାରେ ରାସ୍ତା ନିର୍ମାଣ ପାଇଁ ଆମର ଅନେକ ଯବାନ ସହିଦ ହୋଇଥିଲେ । ଏବେ ଏହି ରାସ୍ତା ନିର୍ମାଣ ହୋଇଛି । ଏହି ଅଞ୍ଚଳ ନକ୍ସଲଙ୍କ କବଜାରେ ଥିଲା । ଆମେ ଦୁଇ ବର୍ଷ ମଧ୍ୟରେ ଏଠାରେ ୭୫ଟି ଶିବିର ସ୍ଥାପନ କରିଛୁ । ଏଠାରେ ରାସ୍ତା ନିର୍ମାଣ କରାଯାଉଛି ଏବଂ ଶିବିର ସ୍ଥାପନ କରାଯାଉଛି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା!