Masthead

ଟିକେଟ ପାଇଁ ଜାତୀୟ ଦଳ କଂଗ୍ରେସର ପ୍ରସ୍ତୁତି ଆଗୁଆ, ଘୋଷଣାରେ ପଡିଲା ପଛରେ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଗମନ ଆପରୁ ଫାଇଦା ନେଇ ପାରିବ କି କଂଗ୍ରେସ ? ନୂଆ ଚେହେରା ଉପରେ ଦଳ କରିଛି ଭରଷା । ୧୪୭ ଆସନରୁ ଦଳ ବର୍ତ୍ତମାନ ସୁଦ୍ଧା ୧୧୯ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ପ୍ର୍ରଥମ ପର୍ଯ୍ୟାୟରେ ୪୯ ଓ ଦ୍ୱିତୀୟ ପର୍ଯ୍ୟାୟରେ ୭୫ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆଣିଛିା ହେଲେ ଏବେ ବି ବାକି ରହିଛି ୨୬ ସ୍ଥାନ ପ୍ରାର୍ଥୀ ଘୋଷଣା । ୨୦ ସୁଦ୍ଧା ସମସ୍ତ ଯୋଦ୍ଧାଙ୍କୁ ଓହ୍ଲାଇବାକୁ ଦଳ କରିଛି ପ୍ରସ୍ତୁତ । ସେପଟେ ସଂସଦୀୟ କ୍ଷେତ୍ରରେ ଏବେ ବି ବାକି ରହିଛି ପ୍ରାର୍ଥୀ ଘୋଷଣା । ଦଳ ଦୁଇଟି ପର୍ଯ୍ୟାୟରେ ଏଯାବତ ୧୭ ପ୍ରାର୍ଥୀ ଘୋଷଣା କରିସାରିଛି ।

ଆହୁରି ମଧ୍ୟ ୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ରହିଛି । କାହିଁକି କଂଗ୍ରେସ ପ୍ରାର୍ଥୀ ଦେବାରେ ପଡ଼ିଲା ପଛରେ ? ପ୍ରକ୍ରିୟା ଆଗୁଆ ଆରମ୍ଭ କରିବି ପଛରେ ଜାତୀୟ ଦଳ ହାତ । ୧୯ର ସ୍ଥିତି ସୁଦ୍ଧାରିବାକୁ ସାମ୍ନାକୁ ଆଣିଲା ପ୍ରଗମନ , ହେଲେ ଦେବ ନି କି ଫାଇଦା । ନା ୨୪ରେ ବି ମାଟିରେ ଲୋଟିବ କଂଗ୍ରେସ । ପ୍ରଗମନରୁ ଦଳ କେତେ ନେତା ତିଆରି କରିଛି ? କେତେ ନୂଆ କେତେ ପୁରୁଣା ଦଳକୁ ଦେବେ ଶକ୍ତି ତାହା ହିଁ ସମୟ କହିବ । ନା ମ୍ୟାଜିକ କରି ତେଲେଙ୍ଗାନା ପରି ଓଡ଼ିଶାରେ ବି ସରକାର ଗଢ଼ିବ । ସଫଳ ହେବ ତ କଂଗ୍ରେସ ବ୍ଲୁ ପ୍ରିଣ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ