Masthead

ମାର୍କେଟକୁ ଆସିବ କରୋନାର ଟାବଲେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାଲିଛି କରୋନାର ଦ୍ୱିତୀୟ ଲହର । ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । କିନ୍ତୁ ଏଥିପାଇଁ କୈଣସି ସଠିକ ଔଷଧ ବହାରି ପାରନାହିଁ । ଏହାରି ଭିତରେ ଆସିଛି ଆଉ ଏକ ଖୁସି ଖବର । ଆସିବାକୁ ଯାଉଛି କରୋନାର ଔଷଧ । ଯାହାର ନା ମୋଲନୁ-ପିରାଭିର ।

ଏହାକୁ ଆଣିବାକୁ ଯାଉଛି ଆମେରିକୀୟ କମ୍ପାନୀ ମର୍କ ଏବଂ ଏହାର ସହଯୋଗୀ ରିଜବ୍ୟାକ ବାୟୋ-ଥେରା-ପିୟୁଟିକ୍ସ । ଆମେରିକାରେ ଏହି ଟାବଲେଟର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି କମ୍ପାନୀ । ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ପରେ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ବିରୋଧରେ ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଛି ।

ଏହି ଟାବଲେଟ ଖାଇବା ଫଳରେ ରୋଗୀ ଗୁରୁତର ହେବା କିମ୍ବା ମୃତ୍ୟୁ ହେବାର ଆଶଙ୍କା ୫୦ପ୍ରତିଶତ କମିଯାଉଛି । ଆମେରିକାର ବିଭିନ୍ନ ହସ୍ପିଟାଲରେ ଥିବା ପ୍ରାୟ ୭୭୫ଜଣ କରୋନା ଆକ୍ରାନ୍ତଙ୍କ ଉପରେ ଏହି ପରୀକ୍ଷଣ ହୋଇଥିଲା । ମୋଲନୁ-ପିରାଭିର ଖାଇଥିବା ରୋଗୀଙ୍କର ଆଦୌ ମୃତ୍ୟୁ ହୋଇନଥିବା ବେଳେ ଟାବଲେଟ ଖାଇନଥିବା ୮ଜଣଙ୍କର ୨୯ଦିନ ପରେ ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା