Masthead

ଖେଳ କରିଦେଲେ କି ସିନିୟର ପାୱାର, ଅଜିତଙ୍କ ପାଖେ ରହିଗଲେ ୯

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ) :  ମହାବିକାଶ ଅଘାଡ଼ି ଦଳକୁ ଲାଗିଛି ଝଟକା ପରେ ଝଟକା । ପ୍ରଥମେ ଶିବସେନା ହୋଇଥିଲା ଦୁଇଫାଳ । ଆଉ ଏବେ ଏନସିପିରେ ହୋଇଛି ଫାଟ । ଯାହକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ରବିବାର ଅଜିତ ପାୱାରଙ୍କ ଉପମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି କରିଛି । ରବିବାର କହାକୁ କିଛି ନଜଣାଇ ସିକ୍ରେଟ ଭାବେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର ।

ଆଉ ଏନସିପି ଉପରେ ନିଜର ଅକ୍ତିଆର ଜାହିର କରିଛନ୍ତି ଅଜିତ । କହିଛନ୍ତି ମୋ ପାଖେ ଏବେ ବି ଅଧିକାଂଶ ବିଧାୟକ, ସାଂସଦଙ୍କ ସମର୍ଥନ ରହିଛି । ଖାଲି ସେତିକି ନୁହେଁ ଏନସିପିକୁ ସରକାରରେ ସାମିଲ କରିଥିବା ଦୃଢୋକ୍ତି ପ୍ରକାଶ କରୁଛନ୍ତି । ଅଜିତ କହିଥିଲେ ତାଙ୍କ ସହ ଅଛନ୍ତି ଏନସିପିର ୪୦ ବିଧାୟକ । ମନ୍ତ୍ରୀ ଭାବେ ଶପଥ ନେଇଥିଲେ ୮ ବିଧାୟକ । ତେବେ ବାକି ବିଧାୟକ ଗଲେ କୁଆଡ଼େ । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା