Masthead

ଟାଟା ପାୱାର ଦାଦାଗିରି, ଲୋକଙ୍କୁ ମାଗୁଛନ୍ତି ଲାଞ୍ଚ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି । ବିଦ୍ୟୁତ ଉପଭୋକ୍ତାଙ୍କୁ ମାଗୁଛନ୍ତି ଲାଞ୍ଚ । ଯାହାକୁ ନେଇ ଟାଟା କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ଗ୍ରାମରେ । ଟାଟା କର୍ମଚାରୀ ବିଭିନ୍ନ ଉପଭୋକ୍ତାଙ୍କ ଘରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ମାଗୁଛନ୍ତି ଲାଞ୍ଚ ।

ଯାହାକୁ ନେଇ ଗ୍ରାମବାସୀ ଏକତ୍ର ହୋଇ ଟାଟା ଅଫିସରଙ୍କୁ ଜବାବ ମାଗିବାରୁ ପ୍ରତିଉତ୍ତର ନ ଦେଇ ଛାଡି ପଳାଇ ଯାଇଛନ୍ତି । ଏମିତି ସାଧାରଣ ଲୋକଙ୍କ ଘରେ ବହୁଦିନ ହେଲା ବିଦ୍ୟୁତ କାଟି ଦେଇଛନ୍ତି ଯାହାକୁ ନେଇ ଉପଭୋକ୍ତା ମଧ୍ୟରେ ବଢୁଛି ଅସନ୍ତୋଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ