Masthead

ବିଭତ୍ସ ହତ୍ୟାକାଣ୍ଡ

ଉଦଳା (ବଡ଼ ଖବର ବ୍ୟୁରୋ): ଜମି ବାଡି ବିବାଦରୁ ହତ୍ୟାକାଣ୍ଡ । ସାବତ ଭାଇ ଓ ପୁତୁରାଙ୍କୁ ହତ୍ୟା କଲା ଦାଦା । କପ୍ତିପଦା ଥାନା ଛାଂଚୁଣିଆ ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ଶୁସିଲ କୁମାର ହେମ୍ବ୍ରମ ତାର ସାବତ ଭାଇ ଘନଶ୍ୟାମ ଓ ପୁତୁରା କୁଆଁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଗୁଣ୍ଡା ଲଗାଇ ଘନଶ୍ୟାମ କରିଥିବା ବେଳେ କୁଆଁରଙ୍କୁ ନିଜେ ହତ୍ୟା କରିଛି ଶୁସିଲ । କୁଆଁର ବିଲକୁ କାମ କରି ଯାଇଥିବା ବେଳେ ସେଠାରେ ତାଙ୍କୁ ହତ୍ୟା କରିଥିଲା ଶୁସିଲ । କୁଆଁରଙ୍କ ବେକକୁ କାଟି ଅନତି ଦୂରରେ ଫୋପାଡି ଦେଇଥିଲା । ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି ଖୋଜି କରିଥିଲେ । ଏନେଇ କୁଆଁରଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ତନାଘନା କରିଥିଲା । ତଦନ୍ତରୁ ଜଣା ପଡିଥିଲା ଯେ ଶୁସିଲ ହିଁ ହତ୍ୟାକରୀ । ଦୀଘଦିନ ହେବ ଲାଗିଥିବା ଜମି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଲାଗି ରହିଥିଲା କଳହ । ଏଥିରେ ଉତକ୍ଷିପ୍ତ ହୋଇ ଭାଇ ଓ ପୁତୁରାଙ୍କୁ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ମାନିଛି ଅଭିଯୁକ୍ତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା