Before Header

ପୂର୍ବ ଶତ୍ରୁତାରୁ ୨ ଜଣଙ୍କୁ ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ

0 84

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଦିଗପହଣ୍ଡି ମହୁଡ଼ାରେ ଗାଁରେ ଡବଲ ମର୍ଡର । ମର୍ଡର ପରେ ୨ ଜଣଙ୍କୁ ଜାଳି ଦେଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ସୂଚନା । ମୃତକ ହେଲେ ଶିବ ଗୌଡ଼, ଲିଟୁ ଗୌଡ଼ । ବିଳମ୍ବିତ ରତିରେ ଘଟିଛି ଏହି ଦୁର୍ଘଟଣା । ଦୁହିଁଙ୍କୁ ହତ୍ୟା କରିବା ପରେ ସେମାନଙ୍କ ବାଇକ୍ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଦିଗପହଣ୍ଡି ଥାନା ପୋଲିସର ତଦନ୍ତ ଜାରି ।

Leave A Reply

Your email address will not be published.