Masthead

ଚାଷୀଙ୍କୁ ଘାରିଛି ମରୁଡ଼ି ଚିନ୍ତା

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଚାଷୀଙ୍କୁ ଘାରିଛି ମରୁଡ଼ି ଚିନ୍ତା । ବର୍ଷା ଅଭାବରୁ ବିଲରେ ପଡିଥିବା ଧାନ ତଳି ଏବେ ପାଚି ଶୁଖିଲା । ଯାଜପୁର ଜିଲ୍ଲା ସୁକିନ୍ଦା ବିକାଶର ଗନ୍ତଶାଳା ଖଣି ଅଞ୍ଚଳରେ ଜମି ପଡ଼ିଆ ପଡିଥିବାରୁ ଚାଷୀ ଏବେ ଚିନ୍ତାରେ । ଚାଷ ଉପରେ ନିର୍ଭର କରୁଥିବା ଧାନ ଚାଷୀ ଏବେ ହତାଶ ।

ମୈାସୁମୀ ବର୍ଷାର ନାଁ ଗନ୍ଧ ନଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଵାଧିନତାର ୭୫ ବର୍ଷ ପରେ ମଧ୍ୟ କେନାଲ ମାଧ୍ୟମରେ ପାଣି ଯୋଗାଇଦେବାରେ ବିଫଳ । ସେପଟେ ଉଠା ଜଳସେଚନର ସୁବିଧା ମଧ୍ୟ ନାହିଁ । ରାଜ୍ୟସରକାର ଚାଷୀଙ୍କ ପାଇଁ କରିଥିବା ଯୋଜନା କେବଳ ଯୋଜନା ହିଁ ରହିଯାଇଛି । ରେଙ୍ଗାଲି ଡ୍ୟାମରେ ଜଳ ଆସୁଥିଲେ ମଧ୍ୟ ତାହା ଏଠିକାର ଚାଷୀଙ୍କ ପାଖରେ ପହଞ୍ଚି ପାରୁନି । ଏ ଅଞ୍ଚଳକୁ ରେଙ୍ଗାଲି ପାଣି ପହଞ୍ଚିବା ଅସମ୍ଭବ । ତେବେ ଏଠାରେ ତୁରନ୍ତ ଉଠା ଜଳସେଚନର ସୁବିଧା କରିବା ପାଇଁ ଚାଷୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା