Masthead

ଜାଣନ୍ତୁ ଆଜି ରାଜ୍ୟରେ କେତେ ରହିଛି ପଜିଟିଭ ସଂଖ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟରେ ୮୨୧୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୪୬୮୪ ରହିଥିବାବେଳ ଲୋକାଲ କେସ୍ ୩୫୩୨ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା । ସୁନ୍ଦରଗଡ଼ରୁ ୬୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୪୪୭, ପୁରୀରୁ ୪୦୨, ସମ୍ବଲପୁରରୁ ୩୮୫, ବରଗଡ଼ ୩୭୫, ନବରଙ୍ଗପୁରରୁ ୩୧୯, ଭଦ୍ରକ ୬୩, ଅନୁଗୁଳ ୩୯୪, ଝାରସୁଗୁଡାରୁ ୩୧୬, ବଲାଙ୍ଗିରରୁ ୩୦୫, ନୂଆପଡାରୁ ୨୬୧, ଗଞ୍ଜାମ ୬୯, ଷ୍ଟେଟ ପୁଲ ଓ କଳାହାଣ୍ଡିରୁ ୨୩୮ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ, ଯାଜପୁରରୁ ୩୪୭, ନୟାଗଡ ୨୫୦, ବୌଦ୍ଧ ୯୮, ବାଲେଶ୍ୱର ୩୦୨, ଗଜପତି ୧୨୧, ରାୟଗଡା ୨୩୨, ଢେଙ୍କାନାଳ ୪୭, କୋରାପୁଟ ୧୩୩, ମୟୁରଭଞ୍ଜ ୧୯୦, କେନ୍ଦ୍ରପଡା ୮୭, ସୁବର୍ଣ୍ଣପୁରରୁ ୨୪୮, ଜଗତସିଂହପୁର ୧୦୬, କେନ୍ଦୁଝର ୧୨୯, ଦେବଗଡ ୯୮, ମାଲକାନାଗିରି ୩୨, କନ୍ଧମାଳ ୭୭ଜଣ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୯ହଜାର ୭୫୨କୁ ବୃଦ୍ଧି ପାଇଛି । ସେପଟେ ସୁସ୍ଥ ହେଲେଣି ୪ଲକ୍ଷ ୪ହଜାର ୬୩ଜଣ । ଆକ୍ଟିଭ କେସ ରହିଛି ୭୩ହଜାର ୫୪୮ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି