Masthead

ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ):   ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । କେନ୍ଦ୍ରାପଡ଼ା ଆଳି ବଜାରରେ ଥିବା ହରାମଣି ମାର୍କେଟ କମ୍ପ୍ଲେକ୍ସରେ ଥିବା ନିୟୁ ଟ୍ରେଣ୍ଡ ଲୁଗା ଦୋକାନରେ ଲାଗିଛି ନିଆଁ । ଆଳି ବଜାର ଉପାରେ ଥିବା ରଞ୍ଜିତ ବେହେରାଙ୍କ ନିଉ ଟ୍ରେଣ୍ଡ ଲୁଗା ଦୋକାନରେ ଗତକାଲି ବିଳମ୍ୱିତ ରାତିରେ ଲାଗିଲା ନିଆଁ । ତେବେ କିଭଳି ଏପରି ନିଆ ଲାଗିଛି ଜଣା ପଡ଼ି ନଥିବା ବେଳେ କେହି ଜଣେ ନିଆ ଲଗେଇ ଦେଇ ଥିବା ଦୋକାନୀ ସନେ୍ଦହ କରୁଛନ୍ତି । ତେବେ ଦୋକାନ ନିଆଁକୁ ଆୟତ କରାଯାଇ ନଥିବାବେଳେ କେତେ କ୍ଷୟ କ୍ଷତି ହୋଇଛି ତାହା ଆକଳନ ହୋଇ ପାରି ନାହିଁ । ବର୍ତ୍ତମାନ ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ଦମକ ବାହିନୀଙ୍କ ମିଳିତ ଉଦ୍ୟମରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ