ଶଙ୍ଖ ଭବନରେ ସୁଶାନ୍ତ ସିଂ, ଚାଲିଛି ମାନଭଞ୍ଜନ ବଡ଼ ଖବରରାଜନୀତି By Bada Khabar Bureau Last updated May 24, 2023 Share FacebookTwitterWhatsAppEmailTelegramPrint ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶଙ୍ଖ ଭବନରେ ସୁଶାନ୍ତ ସିଂ । ସୁଶାନ୍ତଙ୍କ ଚାଲିଛି ମାନଭଞ୍ଜନ । ସାଙ୍ଗଠନିକ ସମ୍ପାଦକ ଓ ଅନ୍ୟାନ୍ୟଙ୍କ ଉପସ୍ଥିତିରେ ଚାଲିଛି ବିଚାରବିମର୍ଷ । ଗତକାଲି ନବୀନ ନିବାସରେ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା । ମନ୍ତ୍ରୀ ପଦ ନ ମିଳିବା ପରେ ସମର୍ଥକଙ୍କ ଅସନ୍ତୋଷ । Share