Masthead

ଭାବାବେଗରେ କାର୍ଯ୍ୟକର୍ତ୍ତା କିଛି କହିଥିଲେ, ସେମାନଙ୍କୁ ବୁଝାଇ ଦିଆଯାଇଛି: ସୁଶାନ୍ତ ସିଂ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶଙ୍ଖ ଭବନରେ ସୁଶାନ୍ତ ସିଂଙ୍କ ଚାଲିଥିଲା ମାନଭଞ୍ଜନ । ଶଙ୍ଖ ଭବନରୁ ବାହାରି ପ୍ରତିକ୍ରିୟା ରଖିଲେ ବିଧାୟକ ସୁଶାନ୍ତ ସିଂ । କହିଛନ୍ତି ମୁଁ ଅସନ୍ତୋଷ ନାହିଁ । ଭାବବେଗ ସହ ମୋ କାର୍ଯ୍ୟକର୍ତା ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କୁ ବୁଝାଇ ଦିଆଯାଇଛି । ମନ୍ତ୍ରୀ ପଦ ନମିଳିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୁଶାନ୍ତଙ୍କ ସମର୍ଥକ । ପଶ୍ଚିମ ଓଡ଼ିଶାର ୯ ଜିଲ୍ଲା ଦାୟିତ୍ବ ବୁଝିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ମନ୍ତ୍ରୀପଦ ପାଇଁ ଆଶାୟୀ ନଥିଲି। ସଙ୍ଗଠନ ଦାୟିତ୍ଵ ବୁଝିବାକୁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଛି। ଯେଉଁ ସମର୍ଥକ ମାନେ କ୍ଷୁବ୍ଧ ଥିଲେ ବୁଝାଇ ଦେଇଛି। ଆଗାମୀ ନିର୍ବାଚନର ବିଜେଡି ପଶ୍ଚିମ ଓଡ଼ିଶାରେ ୩୫ ବିଧାନସଭା ଆସନରୁ ୩୧ ଟିରେ ଜିତିବ । ସୁନ୍ଦରଗଡ଼ ଛାଡ଼ି ୯ ଜିଲ୍ଲା ବୁଝିବାକୁ ମୁଖ୍ୟମନ୍ତ୍ରୀ କରିଥିବା କହିଲେ ସୁଶାନ୍ତ ସିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ