Masthead

ଝାରସୁଗୁଡାରୁ କୋଲକତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ

ଝାରସୁଗୁଡା(ବଡ଼ ଖବର ବ୍ୟୁରୋ); ଝାରସୁଗୁଡାରୁ ଆଉ୨ ବିମାନ ଉଡାଣ ଆରମ୍ଭ କରିବ । କୋଲକତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ । ନଭେମ୍ବର ୫ରୁ ଝାରସୁଗୁଡାରୁ କୋଲକତା ଓ ୧୫ରୁ ବେଙ୍ଗାଲୁରୁକୁ ଉଡିବ ବିମାନ । ଏନେଇ ସୂଚନା ଦେଇଛନ୍ତି ଇଣ୍ଡିଗୋ କମ୍ପାନୀ । ବିମାନ କୋଲକତାରୁ ସଂନ୍ଧ୍ୟା ୫.୫୦ରେ ବାହାରି ଝାରସୁଗୁଡାରେ ସଂନ୍ଧ୍ୟା ୭.୨୫ରେ ପହଞ୍ଚିବ ।

ଝାରସୁଗୁଡାରୁ ସଂନ୍ଧ୍ୟା ୭.୫୫ରୁ ବାହାରି ରାତି ୯.୨୦ରେ କୋଲକତାରେ ପହଞ୍ଚିବ । ସେହିପରି ନଭେମ୍ବର ୧୫ ତାରିଖରେ ବେଙ୍ଗାଲୁରୁରୁ ସକାଳ ୧୦.୧୫ରେ ବାହାରି ଦିନ ୧୨.୨୦ରେ ଝାରସୁଗୁଡାରେ ପହଞ୍ଚିବ । ଏବଂ ପୁଣି ଦିନ ୧୨.୫୦ରେ ବାହାରି ଦିନ ୨.୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା