Masthead

ଜଳ ଘେରରେ ଚାଷଜମି, ଚାଷୀ ହତାଶ

କଣାସ (ବଡ଼ ଖବର ବ୍ୟୁରୋ): ଅତ୍ୟଧିକ ବର୍ଷା ଯୋଗୁଁ ରାଜ୍ୟର ପ୍ରତ୍ୟକ ନଦୀର ଉପର ମୁଣ୍ଡରେ ଜଳସ୍ଥର ଧୀରେଧୀରେ ବଢ଼ିବାରେ ଲାଗିଛି । ସେହିଭଳି ପୁରୀ ଜିଲ୍ଲା କଣାସ ବ୍ଲକ ତଳିଆ ଅଞ୍ଚଳ ହୋଇଥିବା ବେଳେ ଲଗାତାର ବର୍ଷା ଯୋଗୁ କଣାସର ଦୟା,ରାଜୁଆ, ନଦୀରେ ଜଳସ୍ଥର ବଢ଼ିବାରେ ଲାଗିଛି । ଯାହାଫଳରେ ରାଜୁ ନଦୀ କୂଳରେ ରହିଥିବା ଚାଷଜମି ଗୁଡିକ ବୁଡିରହି ଅନେକ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ଵିଶେଷ କରି କଣାସ ରାଜୁଆ ନଦୀର କୂଳରେ ରହିଥିବା ଗଡ଼ବଡ଼ପୁଟ, ବଡାଶ, ଦୋକନ୍ଦା, ଗଡ଼ବଳଭଦ୍ରପୁର ପଞ୍ଚାୟତର ନଦୀକୁଳିଆ ଅଞ୍ଚଳରେ ଥିବା ସହସହ ହେକ୍ଟରର ଚାଷ ଜମି ଜଳମଗ୍ନ ଅଵସ୍ଥାରେ ରହିଛି । ଚାଷୀ ଚାଷଜମିରେ ଚାଷ କରିଥିବା ଧାନ, ପୋଟଳ, ଜହ୍ନି,ବାଇଗଣ, କଖାରୁ,ଭେଣ୍ଡି ଆଦି ପନିପରିବା ବର୍ଷା ଜଳରେ ବୁଡିରହି ନଷ୍ଟ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ