Masthead

୬ ଅପରାଧୀଙ୍କୁ ଜଣେ ସୁରକ୍ଷାକର୍ମୀ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ) ଓଡ଼ିଶା କାରାଗାର ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ନିୟମାବଳୀ । ଏଣିକି କାରାଗାରରେ ରହୁଥିବା କଏଦୀମାନଙ୍କ ଅଧିକାର ଭଙ୍ଗ ହେବ ନାହିଁ । ଜେଲ ପ୍ରଶାସନ ଅପରାଧକୁ ଭିତ୍ତି କରି କଏଦୀଙ୍କୁ ଶ୍ରେଣୀଭୁକ୍ତ କରିବେ । ଜେଲ କର୍ତ୍ତୃପକ୍ଷ ସିଭିଲ ପ୍ରିଜିନର, ମହିଳା କଏଦୀଙ୍କୁ ଶ୍ରେଣୀଭୁକ୍ତ କରିବେ ।

ଦୋଷୀ, ଯୁବ ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ମଧ୍ୟ ଶ୍ରେଣୀଭୁକ୍ତ କରାଯିବ । ପ୍ରତି ଜେଲରେ ୬ ଜଣଙ୍କ ପାଇଁ ମୁତୟନ ହେବେ ଜଣେ ଲେଖାଏଁ ସୁରକ୍ଷା କର୍ମଚାରୀ । କଏଦୀଙ୍କ ଚିକିତ୍ସା ପାଇଁ ପ୍ରିଜିନର ହସ୍ପିଟାଲ ଏ ଏବଂ ବି ରହିଥିବା ବେଳେ କଏଦୀଙ୍କ ଚିକିତ୍ସା ବାହାର ହସ୍ପିଟାଲରେ ମଧ୍ୟ ହୋଇପାରିବ । ନିଶା ସେବନ କରୁଥିବା କଏଦୀଙ୍କ ମଧ୍ୟ ଚିକିତ୍ସିତ ହେବ । ଏ ନେଇ ବିଭିନ୍ନ ସଚେତନତାମୂଳକ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଦୋଷୀ ପ୍ରମାଣିତ କଏଦୀଙ୍କୁ ମାସକୁ ଦୁଇ ଥର ସାକ୍ଷାତକାର କରାଯିବ । ଏହାସହ ଜେଲରେ ରହୁଥିବା କଏଦୀଙ୍କୁ ଧନ୍ଦାମୂଳକ କାର୍ୟ୍ୟର ପ୍ରଶିକ୍ଷଣ ଦିଆଯିବ । କାର୍ୟ୍ୟ ଅନୁଯାୟୀ କଏଦୀଙ୍କ ବର୍ଗୀକରଣ କରିବେ ଜେଲ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ