Masthead

ବରଗଡ଼ରେ ଥିଲା ଗୁଡ୍ଡୁ ମୁସଲିମ, ସିସିଟିଭିରେ ଫୁଟେଜ

ବରଗଡ଼(ବଡ଼ ଖବର ବ୍ୟୁରୋ): ବରଗଡ଼ରେ ଥିଲା ଗୁଡ୍ଡୁ ମୁସଲିମ । ସିସିଟିଭି ଫୁଟେଜ ଦେଲା ପ୍ରମାଣ । ଉତ୍ତର ପ୍ରଦେଶର ଚର୍ଚ୍ଚିତ ରମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଗୁଡ୍ଡୁ ମୁସଲିମ ଓଡ଼ିଶାରେ ଆତ୍ମଗୋପନ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଥମେ ସେ ପୁରୀରେ ଥିବା ୟୁପି ଏସଟିଏଫ୍ ଜାଣିପାରିଥିଲା ।

ଏସଟିଏଫ୍ ଆସୁଥିବା ଜାଣି ମୃତ ଗ୍ୟାଙ୍ଗଷ୍ଟରଅତିକ୍ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁହ୍ଡୁ ବରଗଡ଼ ଚାଳିଯାଇଥିଲା । ଅତିକ୍ ଗ୍ୟାଙ୍ଗର ବମବାଜ ଗୁଡ୍ଡୁ ଏପ୍ରିଲ ୧୧ ଦିନ ୧ଟା ବେଳେ ବରଗଡ଼ରେ ବୁଲୁଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ବୋମା ଭିଡିବା ଓ ବିସ୍ଫୋରଣ ଘଟାଇ ମଣିଷ ମାରିବାରେ ମାହିର ଗୁଡ୍ଡୁ ୟୁପି ପୋଲିସର ମୋଷ୍ଟ ୱାଣ୍ଟେଡ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ