Masthead

ସାହିଯାତରେ ବୁଲିଲା ବନ୍ଧୁକ

ପୁରୀ (ବଡ଼ ଖବର ବ୍ୟୁରୋ): ସାହିଯାତରେ ବୁଲିଲା ବନ୍ଧୁକ। ଯୁବକ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଯୁବକ । ପୁରୀ ହରଚଣ୍ଡୀ ସାହି ହନୁମାନ ଗଡଠାରେ ଘଟିଛି ଏଭଳି ଘଟଣା। ଗିରଫ ଅଭିଯୁକ୍ତର ପରିଚୟ ମିଳିନାହଁ । ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି କହିଛି ପୋଲିସ। ଗତକାଲି ସାହିଯାତ ରାମଲୀଳା ଅବସରରେ ରାବଣ ବଦ୍ଧ ନୀତି ଚାଲିଥିଲା ।

ହନୁମାନ ଗଡ଼ ଠାରେ ମେଢ଼ ନୃତ୍ୟ ଚାଲିଥିବା ବେଳେ ଜଣେ ଯୁବକ ଜଣକ ଜୋର ଜବରଦସ୍ତ ସେହି ବାଟ ଦେଇ ସ୍କୁଟିରେ ଯିବା ପାଇଁ ଉଦ୍ୟମ କରିଥିଲେ। ସାହିଯାତ ପାଇଁ ପ୍ରବଳ ଭିଡ ଥିବାରୁ ବାଲିସାହିର କିଛି ଯୁବକମାନେ ତାଙ୍କୁ ଅଟକାଇବା ସହ ଅଲଗା ରାସ୍ତା ଦେଇ ଯିବାକୁ କହିଥିଲେ। ତେବେ କିଛି ବୁଝିବା ପୂର୍ବରୁ ସମ୍ପୃକ୍ତ ଯୁବକ ଜଣକ ବନ୍ଧୁକ ବାହାର କରି ଅଟକାଇ ଥିବା ଯୁବକମାନଙ୍କ ମୁଣ୍ଡରେ ଲଗାଇ ମାରିଦେବାକୁ ଧମକ ଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା