Masthead

ଆଇସକ୍ରିମ କାଠିରେ ଝୁଲଣ ଦୋଳି

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀ ମରଚିକୋଟ ଲେନ ସ୍ଥିତ ମୋହନସୁନ୍ଦର ଦେବଗୋସ୍ୱାମୀ ମଠ । ଦେବଗୋସ୍ୱାମୀ ଦିନେ ଥିଲେ ଓଡ଼ିଶାର ପ୍ରଥମ ଚଳଚିତ୍ରର ସ୍ରଷ୍ଟା ଓ କଳାକାର । ଆଜି ସେ ଆଉ ନାହାନ୍ତି । ସ୍ମୃତି ରହିଛି ତାଙ୍କ ମଠ । ଆଉ ଏ ମଠରେ ଆଜି କିଛି ଛୋଟ କଳାକାର ମାନଙ୍କର ସାରସ୍ୱତ କୃତି ଦେଖିବାକୁ ମିଳିଛି ।

ଝୁଲଣ ଯାତ୍ରା ପାଇଁ ୨୪ ବର୍ଷୀୟା ସୁସ୍ମିତା ପଟ୍ଟନାୟକ ଓ ତାଙ୍କ ସାନ ଭଉଣୀ ୧୬ ବର୍ଷୀୟା ନନ୍ଦିନୀ ଏବଂ ସବା ସାନ ଭାଇ ୧୨ ବର୍ଷୀୟ ରାହୁଲ ପ୍ରସ୍ତୁତ କରିଛନ୍ତି ଆଖି ଝଲସିଲା ଭଳି ବିରଳ ଝୁଲଣ ଦୋଳି । ୧୦୦୦୦ ଆଇସକ୍ରିମ କାଠି, କାର୍ଡବୋର୍ଡ ଓ ଝିଲିମିଲି ଷ୍ଟୋନ ସାହାଯ୍ୟରେ ବନେଇଛନ୍ତି ଏହି ବିରଳ କୃତିତ୍ୱ । ୫ ଦିନର ଅକ୍ଲାନ୍ତ ପରିଶ୍ରମ ଏ ପିଲାଙ୍କୁ ଦେଇଛି ସଫଳତା । ପରବର୍ତ୍ତୀ ସମୟରେ ଲିମ୍କା ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା