Masthead

ହେଲ୍ପ ବଡ ଖବର ଅଭିଯାନ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ହେଲ୍ପ ବଡ ଖବର ଅଭିଯାନ । ଏହାର ଶୁଭାରମ୍ଭ ହେବ ମହାପ୍ରଭୁଙ୍କ ଆଶିଷରୁ ଶ୍ରୀକ୍ଷେତ୍ର ପୁରୀରୁ । ଗଣତନ୍ତ୍ରର ସୁରକ୍ଷା ପାଇଁ, ନିରପେକ୍ଷ ସାମ୍ବାଦିକତା ପାଇଁ ବଡ ଖବରକୁ ସାହାଯ୍ୟ କରିବାକୁ ନିବେଦନ । ଅଗଷ୍ଟ ୬, ଶୁକ୍ରବାର, ଅପରାହ୍ନ ୪ଟାରେ ବଡ ଖବର ଟିମ୍ ପହଞ୍ଚିବ ପୁରୀର ରାଜନଅର ସାମ୍ନାରେ । ବଡ ଠାକୁରଙ୍କ ସାମ୍ନାରେ ବଡଦାଣ୍ଡରେ ଆପଣଙ୍କ ଆଶୀର୍ବାଦ ଚାହିଁବ ବଡ ଖବର ।

ଆପଣଙ୍କ ଚ୍ୟାନେଲ ବଡ ଖବରକୁ ବଢାଇବେ ସହାୟତାର ହାତ । ଶ୍ରୀଜଗନ୍ନାଥଙ୍କ କୃପାରୁ ବଡ ଖବର ଆଗକୁ ବଢୁଛି । ଓଡିଶାର ସ୍ୱାର୍ଥ ପାଇଁ ଏକମାତ୍ର ଗଣମାଧ୍ୟମ ଭାବେ କାମ କରୁଛି । ଏହି ଚ୍ୟାନେଲ ଚଲାଇବାକୁ ଅର୍ଥର ଆବଶ୍ୟକତା ରହିଛି । ସେଥିପାଇଁ ହେଲ୍ପ ବଡ ଖବର ଅଭିଯାନର ପରିକଳ୍ପନା ହୋଇଛି । ରାଜ୍ୟର ବିଭିନ୍ନ ସହରକୁ ଯାଇ ଲୋକଙ୍କଠାରୁ ସହେଯାଗ ଚାହୁଁଛି ବଡ ଖବର । ଏହା ପୂର୍ବରୁ ବଡ ଖବରର ଆକାଉଣ୍ଟ ନମ୍ବର ମଧ୍ୟ ଜାରି ହୋଇଥିଲା । ଆପଣ ବଡଖବର ଆକାଉଣ୍ଟରେ ମଧ୍ୟ ସହାୟତା ରାଶି ପଠାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା