Masthead

କାବୁଲ ଛାଡ଼ିବାକୁ ଅମଙ୍ଗ ପୂଜକ

(ବଡ଼ ଖବର ବ୍ୟୁରୋ): ଠାକୁରଙ୍କ ସେବା ପାଇଁ ନିଜ ଜୀବନକୁ ଖାତିର କଲେନି ମନ୍ଦିର ପୂଜକ । କାବୁଲ ଛାଡ଼ିବାକୁ ରାଜିନାହାନ୍ତି ପୂଜକ । ସେ କହିଛନ୍ତି ଯଦି ତାଲିବାନ ହାତରେ ନିଜକୁ ମରିବାକୁ ହୁଏ ତେବେ ସେ ଏହାକୁୁ ଠାକୁରଙ୍କ ସେବା ବୋଲି ଭାବିନେବେ । କାବୁଲକୁ ତାଲିବାନ କବଜା କରିବା ପରେ ଅଫଗାନିସ୍ତାନର ସ୍ଥିତି ଅଧିକ ଭୟାବହ ହୋଇଛି ।

୨୦ ବର୍ଷ ପରେ ତାଲିବାନ ଶାସନ ଫେରିବା ଡରରେ ଜୀବନ ବଂଚାଇବା ପାଇଁ ହଜାର ହଜାର ଲୋକ ଅଫଗାନିସ୍ତାନ ଛାଡ଼ୁଛନ୍ତି । କିନ୍ତୁ ସେଠାରେ ଥିବା ଜଣେ ମନ୍ଦିର ପୂଜକ କାବୁଲ ଛାଡ଼ିବାକୁ ମନାକରିଦେଇଛନ୍ତି । ରତନନାଥ ମନ୍ଦିରରେ ଥିବା ପୂଜକ ପଣ୍ଡିତ ରାଜେଶ କୁମାର ମନ୍ଦିର ଛାଡ଼ି କୁଆଡ଼େ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ