Masthead

ପବଜିକୁ ଭୁଲନ୍ତୁ, ଜାନୁଆରୀ ୨୬ରୁ ଫଉଜି

ଭାରତ-ଚୀନର ସମ୍ବନ୍ଧକୁ ଦୃଷ୍ଟିରେ ରଖି ଭାରତ ଗତ ବର୍ଷ ଏକାଧିକ ଚାଇନିସ ଆପ ବ୍ୟାନ କରିଥିଲା ।
ତେବେ ସବୁଠାରୁ ଲୋକପ୍ରିୟ ଆପ ଥିଲା ‘ଟିକଟକ୍’ ଓ ‘ପବଜି’ । ଭାରତରେ ଗେମିଙ୍ଗ ଆପ ଅନେକ ରହିଛି । ମାତ୍ର ପବଜି ଯୁବପିଢ଼ିଙ୍କ ପକ୍ଷରେ ଅଧକ ଆଦୃତ ହୋଇଥିଲା । ତେବେ ଏହାର ବିକଳ୍ପ ଭାବେ ଅକ୍ଷୟ କୁମାର ଏକ ଗେମିଙ୍ଗ ଆପ ଲଞ୍ଚ କରିଥିଲେ । ଯାହାର ନାମ ଥିଲା ‘ ଫଉଜି ’ । ଏହି ଗେମ୍ ର ଘୋଷଣା ସେହି ସମୟରେ ହୋଇଥିଲା ଯେତେବେଳେ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ବିବାଦ ହୋଇଥିଲା। ଏବେ ଏହି ଗେମ୍ ର ଲଞ୍ଚିଂ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି। ଜାନୁଆରୀ ୨୬ରେ ଅର୍ଥାତ ଗଣତନ୍ତ୍ର ଦିବସ ଅବସରରେ ଏହି ଗେମକୁ ଲଞ୍ଚ କରାଯିବ।

ଏହି ସ୍ୱଦେଶୀ ଆପର ଦମଦାର ଆନ୍ଥେମ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର । ଏହାସହିତ ଗେମର ପ୍ରି-ରେଜିଷ୍ଟ୍ରେସନ୍ ପାଇଁ ମଧ୍ୟ ଲିଙ୍କ ସେୟାର କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା