Masthead

ବେଆଇନ କାଠ ଜବତ

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ବେଆଇନ କାଠ ଜବତ । କଟକ ଜିଲ୍ଲା ଚୌଦ୍ୱାର ଥାନା ବାଣୀପଦାରେ ଉତ୍କଳ ଶିଳ୍ପପୁଞ୍ଜରେ ଡାଲିଯୋଡ଼ା ବନାଞ୍ଚଳ ଅଧିକାରିଙ୍କ ଚଢ଼ାଉ । ସେଠାରେ ବେଆଇନ ଭାବେ କାଠ ଚିରା ଯାଉଥିବା ସହ ବିକ୍ରି ମଧ୍ୟ କରା ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ କଟକ ବିଭାଗୀୟ ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ କଟକ ଜଙ୍ଗଲ ସାହାଯ୍ୟକାରି ରକ୍ଷକ ଡିଭିଜନ ଅଫିସର ମନୋରଂଜନ ସ୍ୱାଇଁ, ଡାଲିଯୋଡା ରେଞ୍ଜର ଅଭିରାମ ଜେନା ଏଵଂ ଲୋକାଲ ଫରେଷ୍ଟର ମନୋରମା ହୋତା ସ୍ବତନ୍ତ୍ର ସ୍ଵାର୍ଡଙ୍କ ସହିତ ଚଡାଉ କରିଥିଲେ । ଲକ୍ଷ୍ୟାଧିକ ଟଙ୍କାର ବେଆଇନ କାଠ ସହିତ ଏକ ଟ୍ରକ ବୋଝେଇ କାଠ, କରତକଳ, ସମସ୍ତ ଯନ୍ତ୍ରପାତି କୁ ସିଲ କରିଥିଲେ । ଘଟଣାସ୍ଥଳରେ ଥିବା ଟ୍ରକ ଚାଳକକୁ ଅଟକ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ