Masthead

ୟୁପିରେ ବେଙ୍ଗଲ ପୋଲିସକୁ ଘରେ ବନ୍ଦ କରି ମାରିଲେ ବିଜେପି ସମର୍ଥକ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ମମତାଙ୍କ ମୁଣ୍ଡ କାଟିବାକୁ ୧୧ ଲକ୍ଷ ଟଙ୍କା ଘୋଷଣା କରିଥିବା ବିଜେପି ନେତାଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ବିଜେପି ନେତାଙ୍କୁ ଗିରଫ କରିବାକୁ ଯାଇଥିବା ବେଙ୍ଗଲ ପୋଲିସ ଟିମକୁ ୟୁପିରେ ମାଡ଼ ମରାଯାଇଥିବା ସୂଚନା ସାମ୍ନାକୁ ଆସିଛି । ବିଜେପି ନେତାଙ୍କ ସମର୍ଥକ ମାନେ ବେଙ୍ଗଲ ପୋଲିସକୁ ଗୋଟିଏ ଘରେ ବନ୍ଦ କରି ନିର୍ଧୁମ ମାଡ଼ ମାରିଥିବା ଜଣା ପଡ଼ିଛି । ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିଥିଲା । ବିଜେପି ବିଧାୟକ ଓ ସାଂସଦ ମଧ୍ୟ ସେଠାରେ ପହଞ୍ଚି ସିଇଓଙ୍କ ସହ ଯୁକ୍ତି ତର୍କ କରିଥିଲେ ।

ପରେ ୟୁପି ପୋଲିସ ଟିମକୁ ବିଜେପି ସମର୍ଥକଙ୍କ କବଳରୁ ବାହାର କରି ଥାନାକୁ ନେଇଯାଇଥିଲେ । ବିଜେପି ଯୁବ ମୋର୍ଚ୍ଚାର ପୂର୍ବ ମଣ୍ଡଳ ଅଧକ୍ଷ ଯୋଗେଶ ବର୍ଷନେ ୨୦୧୭ ମସିହାରେ ମମତାଙ୍କ ମୁଣ୍ଡ କାଟ ପାଇଁ ୧୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ । ଏହି ଘଟଣାରେ ଯୋଗେଶଙ୍କ ବିରୋଧରେ କୋଲକାତାରେ ୩ଟି ମାମଲା ରୁଜୁ କରାଯାଇଥିଲା । ପୂର୍ବରୁ ଅନେକ ଥର ଯୋଗେଶକୁ ଗିରଫ କରିବାକୁ ଆସି ପୋଲିସ ବିଫଳ ହୋଇଥିବା ଏଥର ମଧ୍ୟ ବେଙ୍ଗଲ ପୋଲିସ ଖାଲି ହାତରେ ଫେରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ