Masthead

ପ୍ରାକୃତିକ ବିପର୍ଯ୍ୟୟ କ୍ଷତିରେ ଭାରତ ୨ ନମ୍ବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୦ ପ୍ରାକୃତିକ ବିପର୍ଯ୍ୟୟରେ ଭାରତରେ କ୍ଷତି ୬୫ ଲକ୍ଷ କୋଟି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱସ୍ତରରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଥିବାବେଳେ ୨୦୨୦ରେ ଭାରତରେ ଅନୁଭୂତ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଏଥିଯୋଗୁଁ ଭାରତ ସମେତ ଅନେକ ରାଷ୍ଟ୍ର ସହ୍ୟ କରିଥିବା କ୍ଷତି ସମ୍ପର୍କରେ ମଙ୍ଗଳବାର ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ଏହି ରିପୋର୍ଟ ଅନୁଯାୟୀ ଟ୍ରୋପିକାଲ ସାଇକ୍ଲୋନ , ବନ୍ୟା ଏବଂ ମରୁଡ଼ି ପରି ପ୍ରାକୃତିକ ବିନର୍ଯ୍ୟୟ ଯୋଗୁଁ ଭାରତ ଗତବର୍ଷ ୮୭ ବିଲିୟନ ଡଲାର ବା ପାଖାପାଖି ୬୫ ଲକ୍ଷ କୋଟି ହରାଇଥିଲା । ମିଳିତ ଜାତିସଙ୍ଘର ଅର୍ଥନୈତିକ ଏବଂ ସାମାଜିକ ଆୟୋଗ ଫର ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ‘ଏସକ୍ୟାପ’ ଯୋଗୁଁ ଭାରତରେ ହୋଇଥିବା ହାରାହାରି ବାର୍ଷିକ ଶହ ଶହ ବିଲିୟନ ଡଲାର କ୍ଷତି ହୋଇଥିବା ଦର୍ଶାଇଛି । ଏହି ତାଲିକାରେ ସର୍ବାଧିକ କ୍ଷତି ସହିଥିବା ଦେଶ ମଧ୍ୟରେ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟରେ ଭାରତ ଏବଂ ଜାପାନ କ୍ଷତି ସହିଥିବା ଦର୍ଶାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା