Masthead

ତୃତୀୟ ଟେଷ୍ଟରେ ଭାରତରୁ ୯ ଓ୍ୱିକେଟରେ ହରାଇଲା କଙ୍ଗାରୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ ହାରିଲା ଭାରତକୁ ଇନ୍ଦୋରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳକୁ ୯ ୱିକେଟରେ ହରାଇଛି କଙ୍ଗାରୁ। ମାତ୍ର ତିନି ଦିନ ମଧ୍ୟରେ ଟିମ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଜିତିବା ପାଇଁ ମ୍ୟାଚର ତୃତୀୟ ଦିନରେ ମାତ୍ର ୭୬ ରନର ଟାର୍ଗେଟ ଦେଇଥିଲା ଭାରତ, ଯାହାକୁ ଅତି ସହଜରେ ହାସଲ କରିଛି ଅଷ୍ଟ୍ରେଲିଆ। ତୃତୀୟ ଦିନର ଆରମ୍ଭରେ ମାତ୍ର ଏକ ଓ୍ବିକେଟ ହରାଇ ୭୬ ରନ ସଂଗ୍ରହ କରିନେଇଛି କଙ୍ଗାରୁ ଦଳ ।

ତେବେ ପ୍ରଥମ ଓଭରରେ ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ୦ ରେ ଆଉଟ ହୋଇଥିଲେ । ଏହା ପରେ ଆଶା କରାଯାଉଥିଲା ଯେ ଭାରତ ଅଷ୍ଟ୍ରେଲିଆକୁ ସହଜରେ ଜିତିବା ପାଇଁ ଦେବ ନାହିଁ, କିନ୍ତୁ ଟ୍ରାଭିସ୍ ହେଡ୍ (୪୯) ଏବଂ ମାର୍ନୁସ୍ ଲାବୁଶେନଙ୍କ (୨୮)ଙ୍କ ୭୮ ରନ୍ ସହଭାଗିତା ଅଷ୍ଟ୍ରେଲିଆର ରାସ୍ତାକୁ ସହଜ କରିଥିଲା। ତେବେ ବର୍ଡର-ଗାଭାସ୍କର ଟ୍ରଫିରେ ଏବେ ମଧ୍ୟ ୨-୧ରେ ଭାରତ ଆଗରେ ରହିଥିବା ବେଳେ ଚତୁର୍ଥ ତଥା ଶେଷ ମ୍ୟାଚ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି